ବ୍ୟବସାୟୀ
ଦେଖଣା
ବ୍ୟବସାୟୀ
ଉଚ୍ଚାରଣ
[ସମ୍ପାଦନା](ବ୍ୟବସାୟିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବ୍ୟବସାୟ+ଅଛି ଅର୍ଥରେ ଇନ୍, ୧ମା. ୧ବ)
[ସମ୍ପାଦନା]- ୧. ବେପାରୀ; ସଉଦାଗର; ବାଣିଜ୍ୟ— କାରୀ —୧. Trader; merchant.
- ୨. ସାଂସାରିକ ବିଷୟ କାର୍ଯ୍ୟରେ ଚତୁର —୨. Practical.
- ୩. ବେବସାଦାର୍; ବୃତ୍ତି ଅବଲମ୍ୱୀ —୩. Following a profession; professional.
- ୪. ଚତୁର; ଉଦଯୋଗୀ —୪. Exerting; active; diligent.
- ୫. ଅନୁଷ୍ଠାନକାରୀ —୫. Performing; practising.