ବ୍ୟବସାୟ ସ୍ଥଳ
ଦେଖଣା
ବ୍ୟବସାୟ ସ୍ଥଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବ୍ୟବସାୟ ସ୍ଥଳ
|
(ବ୍ୟବସାୟ ସ୍ଥାନ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବାଣିଜ୍ୟର ଜାଗା —୧. A place of business.
- ୨. ଯେଉଁଠାରେ ବ୍ୟବସାୟ କରାଯାଏ —୨. A place where a man follows his profession.
- ୩. ଶିଳ୍ପଶାଳା; କାରଖାନା — ୩. Foctory; worshop.
- ୪. ବାଣିଜ୍ୟର ଆଡ୍ଡା; ବାଣିଜ୍ୟ କେନ୍ଦ୍ର —୪. A mart; a trade centre.