ବ୍ୟବସ୍ଥାନୁମୋଦିତ
ଦେଖଣା
ବ୍ୟବସ୍ଥାନୁମୋଦିତ
ଉଚ୍ଚାରଣ
[ସମ୍ପାଦନା]ବ୍ୟବସ୍ଥା ବିହିତ, ବ୍ୟବସ୍ଥା ସଙ୍ଗତ, ବ୍ୟବସ୍ଥା ସମ୍ମତ, ବ୍ୟବସ୍ଥା ସିଦ୍ଧ, ବ୍ୟବସ୍ଥାନୁମତ—ଅନ୍ୟରୂପ
=== ସଂସ୍କୃତ - ବିଶେଷଣ -(୩: ୟ ତତ୍; ବ୍ୟବସ୍ଥା+ଅନୁମୋଦିତ)
- ୧. ବିଧି ଅନୁମୋଦିତ; ବିଧିସିଦ୍ଧ; ବୈଧ —୧. Established by law; conformable to rules; legal.
- ୨. ବିଧିବଦ୍ଧ —୨. Laid down in codes; codified.