Jump to content

ବ୍ୟବସ୍ଥାପକ

ଉଇକିଅଭିଧାନ‌ରୁ

ବ୍ୟବସ୍ଥାପକ

ଉଚ୍ଚାରଣ

[ସମ୍ପାଦନା]
(ବ୍ୟବସ୍ଥାପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବି+ଅବ+ସ୍ଥା ଧାତୁ ଣିଚ୍ ସ୍ଥାପି ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ବ୍ୟବସ୍ଥା ଦିଏ — Legislating; legislative; presscribing.
୨. ବିଧାନକର୍ତ୍ତା; ନିୟାମକ; ବିଧାୟକ — ୨. Controlling; ordaining; regulating.
୩. ସଂସ୍ଥାପକ —୩. Settling; fixing; establishing.

ବିଶେଷ୍ୟ -

[ସମ୍ପାଦନା]

ଅଇନକର୍ତ୍ତା; ବିଧି କର୍ତ୍ତା —Legistator; a lawgiver.