Jump to content

ବ୍ୟବସ୍ଥାପକ ସଭା

ଉଇକିଅଭିଧାନ‌ରୁ

ବ୍ୟବସ୍ଥାପକ ସଭା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ଆଧୁନିକ ପ୍ରୟୋଗ)

[ସମ୍ପାଦନା]

ଯେଉଁ ସଭାଦ୍ୱାରା ଆଇନ୍ ମାନ ପ୍ରଣୀତ ବା ଲିପିବଦ୍ଧ ହୁଏ —The Legislative Assembly; the Legislative Council.

[ଦ୍ରଷ୍ଟବ୍ୟ —ଏହା ଦୁଇ ପ୍ରକାର ଯଥ—୧ ପ୍ରାଦେଶିକ ବ୍ୟବସ୍ଥାପକ ସଭା ୨ ଭାରତୀୟ ବ୍ୟବସ୍ଥାପକ ସଭା]