Jump to content

ବ୍ୟବସ୍ଥାପନ

ଉଇକିଅଭିଧାନ‌ରୁ

ବ୍ୟବସ୍ଥାପନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବି+ଅବ+ସ୍ଥା ଧାତୁ ଣିଚ୍ ସ୍ଥାପି ଧାତୁ+ଭାବ. ଅନ)

[ସମ୍ପାଦନା]
୧. ନିୟମ ପ୍ରଣୟନ —୧. Legislation.
୨. ନିର୍ଦ୍ଧାରଣ; ସ୍ଥିରୀକରଣ — ୨. Settlement; adjustment; ascertainment.
୩. ପ୍ରତିଷ୍ଠାକରଣ —୩. Establishment.
୪. ବନ୍ଦୋବସ୍ତ କରିବା —୪. Making arrangement.
୫. ଶାସ୍ତ୍ରର ବ୍ୟବସ୍ଥା ଦେବା —୫. Laying down of a rule of the scriptures.
୬. କୌଣସି ବିଷୟରେ ଆଇନ ଘଟିତ ପ୍ରଶ୍ନର ଉତ୍ତର ଲେଖି— ଦେବା —୬. Laying down a point of law.