Jump to content

ବ୍ୟବସ୍ଥାପିତ

ଉଇକିଅଭିଧାନ‌ରୁ

ବ୍ୟବସ୍ଥାପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଅବ+ସ୍ଥାପି ଧାତୁ+କର୍ମ ତ)

[ସମ୍ପାଦନା]
୧. ବିଧିରୂପେ ଲିଖିତ; ବିଧିବଦ୍ଧ —୧. Codified, legislated.
୨. ନିର୍ଦ୍ଧାରିତ; ନିୟମିତ — ୨. Appointed; fixed; regulated.
୩. ପ୍ରତିଷ୍ଠିତ —୩. Established; adjusted.
୪. ସ୍ଥିରୀକୃତ —୪. Ascertained; settled.