ବ୍ୟବସ୍ଥା ଦେବା
ଦେଖଣା
ବ୍ୟବସ୍ଥା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବ୍ୟବସ୍ଥା ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶାସ୍ତ୍ରବିଧି ଉଲ୍ଲେଖ କରିବା — ୧. To lay down a rule of law; to prescribe.
- ୨. ଉପସ୍ଥିତ କୌଣସି ବିଷୟ ସମ୍ୱନ୍ଧେ ପ୍ରଯୋଜ୍ୟ ଶାସ୍ତ୍ରୀୟ ବିଧିର ଉଲ୍ଲେଖ କରିବା — ୨. To give a prescription that will suit the particular case.