Jump to content

ବ୍ୟବସ୍ଥା ପତ୍ର

ଉଇକିଅଭିଧାନ‌ରୁ

ବ୍ୟବସ୍ଥା ପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ବ୍ୟବହାର)

[ସମ୍ପାଦନା]
୧. ବିଧି ଲେଖାଥିବା ପତ୍ର —୧. Prescription; a rulling.
୨. ଡାକ୍ତରମାନେ ରୋଗୀକୁ ଦେବା ରୋଗନିର୍ଣ୍ଣାୟକ ଓ ଔଷଧନିର୍ଦ୍ଦେଶକ ପତ୍ର —୨. Doctor's prescription.
୩. ଉପସ୍ଥିତ ଘଟନାର ବା ସମସ୍ୟାର ସମାଧାନାର୍ଥ ପଣ୍ଡିତ— ମାନେ ଶାସ୍ତ୍ରବାକ୍ୟ ଉଦ୍ଧାରପୂର୍ବକ ଦେଇଥିବା ବ୍ୟବସ୍ଥା— ସମ୍ୱଳିତ ଲିପି —୩. A prescription given by pandits quoting sastric rulings regarding a certain question.
୪. ଆଇନ୍ ସମ୍ୱନ୍ଧୀୟ ବିଧି ଲେଖାଥିବା ପତ୍ର; ନଜୀର୍ —୪. A rulling on law; a written legal opinion.