ବ୍ୟବସ୍ଥିତ
ଦେଖଣା
ବ୍ୟବସ୍ଥିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ଅବ+ସ୍ଥା ଧାତୁ+କର୍ମ. ତ)
[ସମ୍ପାଦନା]- ୧. ନିଶ୍ଚିତ; ସ୍ଥିରୀକୃତ; ନିର୍ଦ୍ଧାରିତ —୧. Fixed; settled; ascertained.
- ୨. ବିଧିବଦ୍ଧ — ୨. Decreed; codified; arranged.
- ୩. ନିୟମିତ — ୩. Regulated; orderly.
- ୪. ନିଯୁକ୍ତି — ୪. Engaged; appointed.
- ୫. ପ୍ରଚାରିତ — ୫. Published; proclaimed.
- ୬. ପ୍ରତିଷ୍ଠିତ — ୬. Established.
- ୭. ପୃଥକ୍କୃତ —୭. Separated,
- ୮. ଦୃଢ଼ବଦ୍ଧ —୮. Firmly settled or fixed.
- ୯. (+କର୍ତ୍ତୃ. ତ)—ସମ୍ୟକ୍ ଅବସ୍ଥିତ —୯. Pecnliarly placed.