Jump to content

ବ୍ୟବହରଣୀୟ

ଉଇକିଅଭିଧାନ‌ରୁ

ବ୍ୟବହରଣୀୟ

ଉଚ୍ଚାରଣ

[ସମ୍ପାଦନା]

(ବ୍ୟବହର୍ତ୍ତବ୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବି+ଅବ+ହୃ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ବ୍ୟବହାରଯୋଗ୍ୟ — ୧. Fit for use.
୨. ରୀତିସମ୍ମତ; ଯାହା ବରାବର ବ୍ୟବହାରରେ ଚଳି ଆସୁଅଛି — ୨. Customary.