Jump to content

ବ୍ୟବହର୍ତ୍ତା

ଉଇକିଅଭିଧାନ‌ରୁ

ବ୍ୟବହର୍ତ୍ତା

ଉଚ୍ଚାରଣ

[ସମ୍ପାଦନା]
(ବ୍ୟବହର୍ତ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ବି+ଅବ+ହୃ ଧାତୁ+କର୍ତ୍ତ. ତୃ; ବ୍ୟବହାର୍ତ୍ତୃ ଶବ୍ଦ; ୧ମା. ୧ବ)

[ସମ୍ପାଦନା]
୧. ଯେଉଁ ରାଜକର୍ମଚାରୀ ରାଜ୍ୟର ବ୍ୟବହାର ଓ ରୀତିନୀତି ପ୍ରତି ଦୃଷ୍ଟି ରଖେ —୧. A public servant appointed to watch if people are following the custom,
୨. ପ୍ରାଡ୍ୱିବାକ; ଯେ କୌଣସି ବିଧିର ପ୍ରଚଳନ କରେ — ୨. A person who introduces a custom or usage.
୩. ବିଚାରକ; ହାକିମ; ଜଜ୍ — ୩. A judge; a court; a magistrate.
୪. ରାଜ— କର୍ମଚାରୀବିଶେଷ; ରାଜକାର୍ଯ୍ୟ ପରିଦର୍ଶକ —୪. A superintendent appointed by the king.

[ଦ୍ରଷ୍ଟବ୍ୟ —ଓଡ଼ିଶା ବେବର୍ତ୍ତା ଶବ୍ଦ ଏହି ଶବ୍ଦର ଅପଭ୍ରଂଶ]