Jump to content

ବ୍ୟବହାରକ

ଉଇକିଅଭିଧାନ‌ରୁ

ବ୍ୟବହାରକ

ଉଚ୍ଚାରଣ

[ସମ୍ପାଦନା]
(ବ୍ୟବହାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ପ୍ରଥା ବା ରାତି ଅନୁସାରେ କାର୍ଯ୍ୟକାରକ —୧. Acting according to custom.
୨. ସାବାଳକ (ହିନ୍ଦୀ - ଶ); ପୂର୍ଣ୍ଣବୟସ୍କ —୨. Major come of age.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବ୍ୟବହାରାଜୀବ; ଆଇନ ବ୍ୟବସାୟୀ (ହିନ୍ଦୀ - ଶ) —Lawyer.