ବ୍ୟବହାରକାରୀ:Sahilkumardas263

ଉଇକିଅଭିଧାନ‌ରୁ

ଓଡିଶାର ଲୋକସଂସ୍କୃତି ଉପରେ ଗବେଷଣା କରୁଥିବା ଅନନ୍ୟ ଓଡ଼ିଆ ଗବେଷକ ହେଉଛନ୍ତି ସାହିଲ କୁମାର ଦାସ। ବିଶେଷ କରି ସେ ଓଡିଶାର ଲୋକନୃତ୍ୟ ଓ ଲୋକଗୀତ ଉପରେ ଗବେଷଣା କରନ୍ତି ।ପର୍ବତ ପଛର ଜୀବନ, ତୁମେ ଗଲାପରେ ହେଉଛି ତାଙ୍କ ଶ୍ରେଷ୍ଠକୃତି। ଭୂବନେଶ୍ୱର ନିକଟସ୍ଥ ହିରାପୁର ଗ୍ରାମ ହେଉଛି ତାଙ୍କର ଜନ୍ମସ୍ଥାନ।