ବ୍ୟବହାରାଜୀବ
(ବ୍ୟବହାରାଜୀବା—ସ୍ତ୍ରୀ)
ଆଇନ୍ ବ୍ୟବସାୟୀ; ଓକୀଲ, ମୁକ୍ତାର, ବାରିଷ୍ଟର ଆଦି — Lawyer; pleader; Vakil, Muktar, Barrister etc.