ବ୍ୟବହାରିକ
ଦେଖଣା
ବ୍ୟବହାରିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବ୍ୟବହାର+ଇକ)
[ସମ୍ପାଦନା]- ୧. ବ୍ୟବହାର— ସିଦ୍ଧ —୧. Practical; estabished by usage.
- ୨. ବାଣିଜ୍ୟ ସମ୍ୱନ୍ଧୀୟ —୨. Relating to trade.
- ୩. ବ୍ୟବହାର୍ଯ୍ୟ —୩. Useful.
- ୪. ଯାହା କାର୍ଯ୍ୟରେ ଆସେ — ୪. Of use; useful;.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଇଙ୍ଗୁଦୀ (ହିନ୍ଦୀ - ଶ) (ଦେଖ) - —Iṅgudī (See)