Jump to content

ବ୍ୟବହାରିକା

ଉଇକିଅଭିଧାନ‌ରୁ

ବ୍ୟବହାରିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ବ୍ୟବହାରକର ସ୍ତ୍ରୀଲିଙ୍ଗ — Feminine of Byabahāraka.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସଂସାରରେ ରହି ସଂସାର ବ୍ୟବହାର ଅନୁସାରେ କାର୍ଯ୍ୟ ରିବା (ହିନ୍ଦୀ - ଶ) —୧. Acting in conformity to the worldly practice.
୨. ଇଙ୍ଗୁଦୀ (ହିନ୍ଦୀ - ଶ) —୨. Iṅgudī (See).
୩. ଝାଡ଼ୁ (ହିନ୍ଦୀ - ଶ) —୩. Broomstick.