ବ୍ୟବହାରୀ
ଦେଖଣା
ବ୍ୟବହାରୀ
ଉଚ୍ଚାରଣ
[ସମ୍ପାଦନା](ବ୍ୟବହାରୀୟ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ବ୍ୟବହାରିକ)
[ସମ୍ପାଦନା]- ୧. ବ୍ୟବହାର୍ଯ୍ୟ — ୧. Practicable;
- ୨. ଯାହା ପ୍ରତିଦିନ ବ୍ୟବହୃତ ହୁଏ —୨. Of every day use.
- ୩. ଯାହା କାର୍ଯ୍ୟରେ ଆସେ — ୩. Practical; useful.
(ବ୍ୟବହାରିଣୀ—ସ୍ତ୍ରୀ)
=== ଦେଶଜ - ବିଶେଷ୍ୟ -
ଗୁମାସ୍ତା —Agent,
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବ୍ୟବହାର+ଇନ୍; ୧ମା. ୧ବ)
[ସମ୍ପାଦନା]ବ୍ୟବହାରକାରୀ —Using enjoying.