ବ୍ୟବହାର କରିବା
ଦେଖଣା
ବ୍ୟବହାର କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବ୍ୟବହାର କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବସ୍ତୁକୁ ଆପଣା କାର୍ଯ୍ୟରେ ଲଗାଇବା ବା ପ୍ରୟୋଗ କରିବା —୧. To bring a thing into one's use.
- ୨. କୌଣସି ବସ୍ତୁକୁ ଉପଭୋଗ କରିବା —୨. To enjoy or use a thing.
- ୩. ବେପାର କରିବା —୩. To enter into a trade or business.