ବ୍ୟବହାର ପାଦ
ଦେଖଣା
ବ୍ୟବହାର ପାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ହିନ୍ଦୁସ୍ମୃତି)
[ସମ୍ପାଦନା]ମକଦ୍ଦମାର ଭିନ୍ନ ଭିନ୍ନ ଅଙ୍ଗ — (Hindu Law) The different stages of litigation.
[ଦ୍ରଷ୍ଟବ୍ୟ —ମକଦ୍ଦମାରେ ୧— ପୂର୍ବପକ୍ଷ (ଦରଖାସ୍ତ ବା ଅରଜି),୨ ଉତ୍ତର ପକ୍ଷ (ପ୍ରତି— ବାଦୀର ଜବାବ), ୩— କ୍ରିୟା (ପ୍ରମାଣ ଆଦିର ଉପସ୍ଥାପନ) ଓ ୪—ନିର୍ଣ୍ଣୟ (ବିଚାରପୂର୍ବକ ଫଇସଲ୍) ଏହି ଚାରଟି ପାଦ ଅଛି]