ବ୍ୟବହାର ମାତୃକା
ଦେଖଣା
ବ୍ୟବହାର ମାତୃକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଚାର ବା ମକଦ୍ଦମା ସମ୍ୱନ୍ଧୀୟ ସମୁଦାୟ କ୍ରିୟା —Legal procedure.
(ଯଥା—ମକଦ୍ଦମା ଦାଏରି, ପ୍ରତିବାଦୀର ଜବାବ ଦାଖଲ, ମକଦ୍ଦମାର ଭିନ୍ନ ଭିନ୍ନ ତଦବୀର ସାକ୍ଷୀସମନ, ସକ୍ଷୀଙ୍କ ହାଜିରା ଓ ସାକ୍ଷୀ ଦେବା, ସାକ୍ଷୀଙ୍କୁ ପ୍ରଶ୍ନ ଓ ଜେରା, ଜବାବ ସବାଲ୍, ଫୈସଲ ମିତାକ୍ଷରା ଅନୁସାରେ ଏଥିର ସଂଖ୍ୟା ତିରିଶି ହିନ୍ଦୀ - ଶ)