Jump to content

ବ୍ୟବହିତ

ଉଇକିଅଭିଧାନ‌ରୁ

ବ୍ୟବହିତ

ଉଚ୍ଚାରଣ

[ସମ୍ପାଦନା]

(ଅବ୍ୟବହିତ—ବିପରୀତ)

ସଂସ୍କୃତ - ବିଶେଷଣ - (ବି+ଅବ+ହୃ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଆଚ୍ଛାଦିତ —୧. Covered; protecrted.
୨. ଅନ୍ତରିତ —୨. Removed.
୩. ଅନ୍ତର୍ହିତ —୩. Vanished.
୪. ଯହିଁ ମଧ୍ୟରେ ବ୍ୟବଧାନ ଥାଏ; ଅସଂଯୁକ୍ତ ଭାବରେ ଅବସ୍ଥିତ —୪. Situated at a distance from each other; interspersed.
୫. ଆଧଃକୃତ — ୫. Brought down; lowered.
୬. ବିକୃତ —୬. Impaired; distorted.
୭. ଲୁକ୍କାୟିତ (ହିନ୍ଦୀ - ଶ) —୭. Hidden; concealed.