Jump to content

ବ୍ୟବହୃତି

ଉଇକିଅଭିଧାନ‌ରୁ

ବ୍ୟବହୃତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଅବ+ହୃ ଧାତୁ+ଭାବ ତି)

[ସମ୍ପାଦନା]
୧. ବ୍ୟବସାୟରେ ମିଳିବା ଲାଭ (ହିନ୍ଦୀ - ଶ) — ୧. Profit in business.
୨. ବାଣିଜ୍ୟ (ହିନ୍ଦୀ - ଶ) — ୨. Trade.
୩. କୁଶଳତା (ହିନ୍ଦୀ - ଶ) —୩. Proficiency.