ବ୍ୟବାୟୀ
ଦେଖଣା
ବ୍ୟବାୟୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବ୍ୟବାୟ+ଇନ୍; ୧ମା. ୧ବ)
[ସମ୍ପାଦନା]କାମୁକ —୧; Amorous.
- ୨. ଲମ୍ପଟ —୧. Dissolute; adulterous.
- ୨. ଯେଉଁ ଔଷଧ ଶରୀରରେ ପ୍ରବେଶ କରି ହଠାତ୍ ଦେହ ତମାତ୍ ବ୍ୟାପି ଯାଏ (ହିନ୍ଦୀ - ଶ) — ୨. (a medicine) Which is diffused throughout the system immediately after it is taken.