ବ୍ୟଭିଚାରିଣୀ
ଦୋଚା—ରୁଣୀ; ନଷ୍ଟ ସ୍ତ୍ରୀ; କୁଳଟା ସ୍ତ୍ରୀ, ପର ପୁରୁଷ— ଗାମିନୀ ସ୍ତ୍ରୀ —Adulteress; an unchaste woman.