Jump to content

ବ୍ୟଭିଚାରୀ ଭାବ

ଉଇକିଅଭିଧାନ‌ରୁ

ବ୍ୟଭିଚାରୀ ଭାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶୃଙ୍ଗାରାଦି ରସର ଭାବବିଶେଷ; ସଞ୍ଚାରୀ ଭାବ —The mental states of persons expierencing.

[ଦ୍ରଷ୍ଟବ୍ୟ —ସ୍ଥାୟୀ ଭାବରେ ସରକାରୀ ରୂପେ ଆଉ ଯେତେ ଗୁଡ଼ିଏ ଭାବ ମନରେ ଉଦିତ ହୁଅନ୍ତି, ସେମାନଙ୍କୁ ବ୍ୟଭିଚାରୀ ଭାବ ବୋଲାଯାଏ

ସମଗ୍ର ରସରେ ୩୩: ଗୋଟି ବ୍ୟଭିଚାରୀ ଭାବ ଦେଖାଯାଏ ଯଥା—ନିର୍ବୋଧ, ଆବେଗ, ଦୈନ୍ୟ, ଶ୍ରମ, ମଦ, ଜଡ଼ତା, ଉଗ୍ରତା, ମୋହ, ବିବୋଧ (ଜାଗରଣ), ସ୍ୱପ୍ନ. ଅପସାର (ମନର ଚଞ୍ଚଳତା), ଗର୍ବ, ମରଣ, ଆଳସ୍ୟ, ଅମର୍ଷ (ଅସହିଷ୍ଣୁତା), ନିଦ୍ରା, ଅବହିତ୍ଥା (ଭାବଗୋପନ) ଔତ୍ସୁକ, ଉନ୍ନାଦ, ଶଙ୍କା, ସ୍ମୃତି, ମତି, ବ୍ୟାଧି ତ୍ରାସ, ଲଜ୍ଜା, ହର୍ଷ ଅସୂୟା (ପରଗୁଣରେ ଦୋଷାରୋପଣ), ବିଷାଦ (ଉପାୟାଭାବଜନିତ ସତ୍ତ୍ୱକ୍ଷୟ), ଧୂତି, ଚପଳତା, ଗ୍ଳାନି (ନିଷ୍କ୍ରାଣତା), ଚିନ୍ତା, ବିତର୍କ (ସନ୍ଦେହ ହେତୁ ବିଚାର)]