Jump to content

ବ୍ୟଭିଚାର ଦୋଷ

ଉଇକିଅଭିଧାନ‌ରୁ

ବ୍ୟଭିଚାର ଦୋଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପରସ୍ତ୍ରୀ ବା ପରପୁରୁଷ ସଙ୍ଗମ ଦୋଷ —୧. Adultery.
୨. ନ୍ୟାୟ ଶାସ୍ତ୍ରରେ ହେତୁଦୋଷ ବିଶେଷ —୨. (In logic) A defect consisting of using the same term in different senses.
୩. ବିବାଦୀୟ ବିଷୟକୁ ଛାଡ଼ି ବିଷୟାନ୍ତରର ବିଚାର —୩. Deviating from the real matter in dispute and introducing another.