ବ୍ୟର୍ଥ
ଦେଖଣା
ବ୍ୟର୍ଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ଅର୍ଥ)
[ସମ୍ପାଦନା]- ୧. ବିଫଳ; ବୃଥା —୧. Fruitless;vain.
- ୨. ପଣ୍ଡ; ନିଷ୍ପଳ —୨. Ineffectual.
- ୩. ନିଷ୍କ୍ରୟୋଜନ —୩. Useless; unnecessary.
- ୪. ବେଫାଇଦା; ଲାଭହୀନ —୪. Profitless.
- ୫. ଅନର୍ଥକ —୫. Meanining.
- ୬. ଅମୂଳକ —୬. Groundless.
[ଦ୍ରଷ୍ଟବ୍ୟ —ଏହାର ଗ୍ରାମ୍ୟ ଅପଭ୍ରଂଶ ବିଅର୍ଥ ବେର୍ଥ]