ବ୍ୟର୍ଥ ପରିଶ୍ରମ
(ବ୍ୟର୍ଥପରିଶ୍ରମା—ସ୍ତ୍ରୀ)
[ବ୍ୟର୍ଥଶ୍ରମ—ଅନ୍ୟରୂପ]
ବୃଥା ଶ୍ରମ —Vain labour.
(ବହୁବ୍ରୀହି) ଯାହାର ପରିଶ୍ରମ ବୃଥା ହୋଇ — ଅଛି —Whose labours have become fruitless.