Jump to content

ବ୍ୟର୍ଥ ମନୋରଥ

ଉଇକିଅଭିଧାନ‌ରୁ

ବ୍ୟର୍ଥ ମନୋରଥ

ଉଚ୍ଚାରଣ

[ସମ୍ପାଦନା]
(ବ୍ୟର୍ଥମନୋରଥ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ଯାହାର ମନୋବାଞ୍ଚା ସିଦ୍ଧ ହୋଇ ନାହିଁ —Whose desires remain unfulfilled.

[ଦ୍ରଷ୍ଟବ୍ୟ —ଏହିପରି ବ୍ୟର୍ଥପ୍ରୟାସ, ବ୍ୟର୍ଥପ୍ରଯତ୍ନ, ବ୍ୟର୍ଥ କାମ, ବ୍ୟର୍ଥଜୀବିତ, ବ୍ୟର୍ଥଜୀବନ ଆଦି ପଦ ନିଷ୍ପନ୍ନ ହୁଏ]