Jump to content

ବ୍ୟଷ୍ଟି

ଉଇକିଅଭିଧାନ‌ରୁ

ବ୍ୟଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଅଶ୍ ଧାତୁ=ବ୍ୟାପିବା+ଭାବ. ତି)

[ସମ୍ପାଦନା]
୧. ପୃଥକ୍ ପୃଥକ ହେବା —୧. Separation; detachment.
୨. ଗୋଟିଏ ଗୋଟିଏ ହେବା —୨. Becoming single.
୩. ବିଶ୍ଳେଷଣ —୩. Analysis,
୪. ସମୂହରୁ ବା ସମାଜରୁ ପୃଥକ୍ କରାଯିବା ପ୍ରତ୍ୟୋକ ବ୍ୟକ୍ତିବା ବସ୍ତୁ —୪. Every individual person or thing taken out of many.

[ଦ୍ରଷ୍ଟବ୍ୟ —କେତେଗୁଡ଼ିଏ ବସ୍ତୁ ଏକତ୍ର ହେଲେ ସମଷ୍ଟି ଓ ସେଗୁଡ଼ିକ ବିଶିଷ୍ଟ ବା ପୃଥକ୍ ପୃଥକ୍ ହେଲେ ବ୍ୟଷ୍ଟି ହୁଏ]