Jump to content

ବ୍ୟସନାସକ୍ତ

ଉଇକିଅଭିଧାନ‌ରୁ

ବ୍ୟସନାସକ୍ତ

ଉଚ୍ଚାରଣ

[ସମ୍ପାଦନା]
(ବ୍ୟସନାସକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍; ବ୍ୟସନ+ଆସକ୍ତ)

[ସମ୍ପାଦନା]
୧. କୁତ୍ରିୟାରତ —୧. Vicious.
୨. କୌଣସି କାର୍ଯ୍ୟ ପ୍ରତି ଅତିରିକ୍ତରୂପ ଆସକ୍ତ — ୩. Addicted to anything or practice.