ବ୍ୟସନୀ
ଦେଖଣା
ବ୍ୟସନୀ
ଉଚ୍ଚାରଣ
[ସମ୍ପାଦନା](ବ୍ୟସନିନୀ—ସ୍ତ୍ରୀ)
(ବ୍ୟସନିତା—ବି)
ସଂସ୍କୃତ - ବିଶେଷଣ - ପୁଂ—(ବ୍ୟସନ+ଇନ୍; ୧ମା. ୧ବ)
[ସମ୍ପାଦନା]- ୧. କୁତ୍ରିୟାରତ —୧. Vicious; addicted to evil practices.
- ୨. ବ୍ୟସନାର୍ତ୍ତ; ବିପନ୍ନ —୨. Overwhelmed with calamity; distressed,
- ୩. ଅତ୍ୟନ୍ତ ଆସକ୍ତ —୩. Unduly devoted to; excessively attacted to.
- ୪. ବେଶ୍ୟାଗାମୀ (ହିନ୍ଦୀ - ଶ) —୪. Habituated to visiting prostitutes.