Jump to content

ବ୍ୟସ୍ତ

ଉଇକିଅଭିଧାନ‌ରୁ

ବ୍ୟସ୍ତ

ଉଚ୍ଚାରଣ

[ସମ୍ପାଦନା]

(ସମସ୍ତ—ବିପରୀତ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଅସ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ବ୍ୟାକୁଳ — ୧. Agitated; perplexed; agonished.
୨. ବିରକ୍ତ —୨. Displeased; annoyed.
୩. ବିଭକ୍ତ; ପୃଥକ୍କୃତ —୩. Separated.
୪. ଅସମାପ୍ତ —୪. Unfinished,
୫. ବିସ୍ତୁତ; ବ୍ୟାପ୍ତ —୫. Diffused; spread; expanded; pervaded.
୬. ବିପରୀତ; ବିପର୍ଯ୍ୟସ୍ତ —୬. Inverted; inverse.
୭. ଉତ୍କ୍ଷିପ୍ତ —୭. Thrown away; tossed.
୮. ବିକ୍ଷିପ୍ତ —୮. Strewn; scattered.
୯. କାର୍ଯ୍ୟଲିପ୍ତ ହେବାରୁ ଅସ୍ଥିର; କାର୍ଯ୍ୟରେ ବ୍ୟାପୃତ —୯. Busy with work; worried with work; busily engaged.
୧. ଏଣେ ତେଣେ ମୁକୁଳା ହୋଇଥିବା; ଗୋଳମାଳିଆ —୧୦. Confused; tangled; dis-hevelled; mismanaged.
୧୧. ଅବ୍ୟସ୍ଥିତ —୧୧. Dis-ordered.

[ଉ—ବ୍ୟସ୍ତ ହୋଇ ଚିତ୍ର ମାଛିରେ ବାଳା, ବ୍ରଣ ଗଣ ତ ଦିଶୁଛି କବିସୂର୍ଯ୍ୟ, କିଶୋରୀଚମ୍ପୂ ବ ଗୀତ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ୟାକୁଳତା; ବ୍ୟସ୍ତତା; ଦୁଃଖ —Sorrow; grief; agony;worry.

[ଦ୍ରଷ୍ଟବ୍ୟ —ଏହାର ଗ୍ରାମ୍ୟ ଅପଭ୍ରଂଶ ଶବ୍ଦ ବେସ୍ତ]