Jump to content

ବ୍ୟସ୍ତାଳଙ୍କର

ଉଇକିଅଭିଧାନ‌ରୁ

ବ୍ୟସ୍ତାଳଙ୍କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କାବ୍ୟର ଅଳଙ୍କାରବିଶେଷ —A figure of speech in rhetoric.

[ଦ୍ରଷ୍ଟବ୍ୟ —ଯେଉଁଠାରେ ଉପମାନକୁ ଉପମେୟର ଯଥାସ୍ଥାନରେ ସନ୍ନିବେଶିତ କରା ନ ଯାଇ ଅନ୍ୟ ସ୍ଥାନରେ ନ୍ୟସ୍ତ କରାଯାଏ ସେଠାରେ ଏ ଅଳଙ୍କାର ହୁଏ; ଉପେନ୍ଦ୍ରଭଞ୍ଜଙ୍କ କୋଟିବ୍ରହ୍ମାଣ୍ଡସୁନ୍ଦରୀର ନୁମ୍ନଲିଖିତ ପଦମାନ ବ୍ୟସ୍ତାଳଙ୍କାରର ଉଦାହରଣ—ସୁମନାମାନେ ମାନସେ ବିଚାରି, ଲାବଣ୍ୟସିନ୍ଧୁ ନିଶ୍ଚେ ଏ ନାଗରୀ ସଂଯୁତ, ପୁଣି ସେ ସତ୍ୱର ପୟରେ ଲୀଳା ଦେଇ ହଂସକର ]