ବ୍ୟସ୍ତ ତ୍ରୈରାଶିକ
ଦେଖଣା
ବ୍ୟସ୍ତ ତ୍ରୈରାଶିକ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଗଣିତ) ଯେଉଁ ତ୍ରୌରାଶିକରେ ପ୍ରଥମ ଓ ଦ୍ୱିରୀୟ ରାଶିରେ ପରସ୍ପର ସ୍ଥାନ ପରିବର୍ତ୍ତନ ହୁଏ —(arthmetic) Irregular or inverse Rule of Three.
[ଦ୍ରଷ୍ଟବ୍ୟ —'ସମସ୍ତ' ତ୍ରୈରାଶିରେ ଦିଆ ଥିବା ତିନି ରାଶିର ସାହାଯ୍ୟରେ ଚତୁର୍ଥ ରାଶି ବାହାର କରିବାକୁ ହେଲେ ଦ୍ୱିତୀୟ ଓ ତୃତୀୟ ରାଶିରେ ଗୁଣନ କରି ପ୍ରଥମ ରାଶିଦ୍ୱାରା ଭାଗ କରାଯାଏ; କିନ୍ତୁ 'ବ୍ୟସ୍ତ' ତ୍ରୈରାଶିକର ପ୍ରଥମ ଓ ତୃତୀୟକୁ ଗୁଣି ଦ୍ୱିତୀୟ ରାଶିଦ୍ୱାରା ଭାଗ କରିବାକୁ ହୁଏ ଉଦାହରଣ ଯାଥ—୧ ଜଣ ଲୋକ ସେ କାମକୁ ୨ଦିନରେ କରନ୍ତି ୫ ଜଣ ଲୋକ ସେ କାମକୁ କେତେ ଦିନରେ କରିବେ? ବ୍ୟସ୍ତ ତ୍ରୈରାଶିକରେ ଏହାର ଫଳ ହେବ ୪, ସମସ୍ତ ତ୍ରୈରାଶିକଲେ ଏହାର ଫଳ ଯାହା (୧) ହେବ ତାହା ଭୂଲ]