Jump to content

ବ୍ୟସ୍ତ ପଦ

ଉଇକିଅଭିଧାନ‌ରୁ

ବ୍ୟସ୍ତ ପଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସମାସହୀନ ପଦ —୧. Simple or uncompounded words.

(ଯଥା—ନଦୀର ଜଳ; କୂପରେ ପତିତ, ପଦ୍ମପରି ଲୋଚନ ଯାହାର ଇତ୍ୟାଦି)

୨. (ହିନ୍ଦୁ ଆଇନ୍) ଋଣ ଟଙ୍କାପାଇଁ ଯେଉଁ ଖାତକ ନାମରେ ମାଲିସ୍ ହୋଇଥାଏ, ସେ ଋଣ ନ ସୁଝି ଓଜର କରିବା (ହିନ୍ଦୀ - ଶ) — ୨. (Hindu Law) The filing of objection by the debtor instead of playing off the loan, when the creditor sues for it.