ବ୍ୟସ୍ତ ସମସ୍ତ
ଦେଖଣା
ବ୍ୟସ୍ତ ସମସ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବିପରୀତାର୍ଥ ସହଚର)
[ସମ୍ପାଦନା]- ୧. ବ୍ୟସ୍ତ ଓ ସମସ୍ତ —୮. Separated and conjoined.
- ୨. କେତେବେଳେ ଏକତ୍ରୀଭୂତ ଓ କେତେବେଳେ ପୃଥଗ୍ଭୂତ —୨. Now scattered, now collected.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ତ୍ରସ୍ତ ବ୍ୟସ୍ତ —୧. Utterly unnerved,
- ୨. ଅତି ବ୍ୟସ୍ତ —୨. Much afficted.