ବ୍ୟସ୍ତ ହେବା
ଦେଖଣା
ବ୍ୟସ୍ତ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବ୍ୟସ୍ତ ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବ୍ୟାକୁଳ ହେବା —୧. To worry one's self; to be troubled or worried,
- ୨. ଦୁଃଖ ପାଇବା —୨, To suffer agony or distress,
- ୩. ମନୋଦୁଃଖ
ପ୍ରକାଶ କରିବା —୩, To give vent to on's grief.