ବ୍ୟାଁକ୍
ଦେଖଣା
ବ୍ୟାଁକ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ବେଙ୍କ୍—ଅନ୍ୟରୂପ)
ଶବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବାଙ୍କ୍)
[ସମ୍ପାଦନା]ଖଜଣାଖାନା; ଅନ୍ୟ ଲୋକଙ୍କର ବା ଡିପାଜୀଟ୍କାରୀମାନଙ୍କର ଟଙ୍କା ଯେଉଁଠାରେ ଗଚ୍ଛିତ ରଖାଯାଏ —A money bank.
[ଦ୍ରଷ୍ଟବ୍ୟ —ଏ ଦେଶରେ ପାଶ୍ଚାତ୍ୟରୀତି ଅନୁ— କରଣରେ ବେକ୍ (Bank) ମାନ ପ୍ରତିଷ୍ଠିତ ହେବାରୁ ଏହି ସମ୍ପର୍କରେ ଅନେକଗୁଡ଼ିଏ ବୈଦେଶିକ ଓ ଇଂରାଜି ଶବ୍ଦ ଓଡ଼ିଆରେ ପଶିଲାଣି ଯଥା— କୋ—ଅପେରଟିଭ୍ ବେଁକ୍, ବେଁକ୍ ବାବୁ, ବେଁକ୍ ସାହେବ, ବେଁକ୍ କିରାନୀ, କରେଣ୍ଟ୍ ଡିପଜିଟ୍, ଫିକ୍ସ୍ଡ଼୍ ଡ଼ିପଜିଟ୍, ମରେ ଟୋରିଅମ୍]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ବେକ —Neck.