ବ୍ୟାକରଣ

ଉଇକିଅଭିଧାନ‌ରୁ

ବ୍ୟାକରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବି+ଆ=କୃ ଧାତୁ=ବ୍ୟୁତ୍ପନ୍ନ ହେବା+କରଣ ବା ଅଧିକରଣ ଅନ; ଯହିଁରେ ବା ଯେଉଁ ଶାସ୍ତ୍ରରେ ଶବ୍ଦମାନଙ୍କର ବ୍ୟୁତ୍ପତ୍ତି ନିର୍ଦ୍ଦେଶ କରାଯାଏ)[ସମ୍ପାଦନା]

୧. ଶବ୍ଦ ବ୍ୟୁତ୍ପାଦକ ଓ ଭାଷାନିୟାମକ ଶାସ୍ତ୍ର; ଶଦ୍ଦମାନଙ୍କ ବ୍ୟୁତ୍ପତ୍ତିର ଓ ଅର୍ଥର ଓ ପ୍ରୟୋଗର ନିୟମ ଆଦି ଯେଉଁ ଶାସ୍ତ୍ରଦ୍ୱାରା ପ୍ରତି— ପନ୍ନ ହୁଏ; ଶଦ୍ଦଶାସ୍ତ୍ର, ଯଦ୍ଦ୍ୱାରା କର୍ତ୍ତା, କର୍ମ, କ୍ରିୟା, ସମାସ ଆଦି ନିରୂପତି ହୁଏ; ଶଦ୍ଦମାନଙ୍କର ନିର୍ମାଣ ଓ ପ୍ରଥନ ଧି ଯେଉଁ ଶାସ୍ତ୍ରରୁ ଜଣାଯାଏ —୧. Philolghy, the science of grammar (orthography; etymology,syntax and prosody).

[ ଦ୍ର—ଏ ଶାସ୍ତ୍ରଦ୍ୱାର ଲିଖିତ ଭାଷର ଉଚ୍ଛୃଙ୍ଖଳତା ନିବାରିତ ହୁଏ ଏବଂ ଭାଷା ଓ ଶଦ୍ଦ ସମ୍ୱନ୍ଧୀୟ ସାଧାରଣତଃ ଅବୋଧ୍ୟ ବିଷୟମାନ ସ୍ପଷ୍ଟରୂପେ ବୁଝାଯାଏ]

୨. (+ଭାବ. ଅନ) ବିଶ୍ଳେଷଣ —୨. Analysis.
୩. ବ୍ୟଖ୍ୟାନ —୩. Expounting; commenting.
୪. ବିବାଶନ —୪. Expanding.
୫. ଶିଳ୍ପନୈପୁଣ୍ୟ, କାରିଗରି —୫. Artistic work; work-manship.

(ଉ—ପକ୍ଷିଏ ଯାର ବ୍ୟାକରଣ, ବୃଦ୍ଧି ବିଷୟ ମନୁଗଣ ଜଗନ୍ନାଥ, ଭାଗବତ)