ବ୍ୟାକରଣଜ୍ଞ
ବ୍ୟାକରଣବିଦ୍, ବ୍ୟାକରଣବେତ୍ତାଅନ୍ୟରୂପ
ବୈୟାକରଣ; ବ୍ୟାକରଣଶାସ୍ତ୍ର ଜାଣିଥିବା ବ୍ୟକ୍ତି — A grammarian; a philologist.
ବ୍ୟାକରଣ ଶାସ୍ତ୍ରାରେ ବିଜ୍ଞ —Well versed in grammar.