Jump to content

ବ୍ୟାକାର

ଉଇକିଅଭିଧାନ‌ରୁ

ବ୍ୟାକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଆକାର)

[ସମ୍ପାଦନା]
୧. ବିକଟ ରୂପ; ବିରୂପ —୧. Deformity.
୨. ଆକାରର ପରିବର୍ତ୍ତନ —୨. Change of form,
୩. (ବି+ଆ+କୃ ଧାତୁ+ଭାବ. ଅ) ବ୍ୟାଖ୍ୟା (ହିନ୍ଦୀ - ଶ) —୩. Annotation.