Jump to content

ବ୍ୟାକୁତି

ଉଇକିଅଭିଧାନ‌ରୁ

ବ୍ୟାକୁତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଆ+କୂ ଧାତୁ=ଶଦ୍ଦ କରିବା+ଭାବ. ତି)

[ସମ୍ପାଦନା]
୧. ଛଳ; ବଞ୍ଚନା —୧. Deception, fraud; trick; deceit; stratagem.
୨. ଛଦ୍ମବେଶ —୨. Disguise; mask.