ବ୍ୟାକୁଳ
ଦେଖଣା
ବ୍ୟାକୁଳ
ଉଚ୍ଚାରଣ
[ସମ୍ପାଦନା](ବ୍ୟାକୁଳା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ଆକୁଳ)
[ସମ୍ପାଦନା]- ୧. ଉଦ୍ୱିଗ୍ନ; ଅତି ଆକୁଳ; ଅତି ଉତ୍କଣ୍ଠିତ —୧. Very anxious or uneasy.
- ୨. କାତର; ବ୍ୟସ୍ତ —୨. Distracted;agitated; perturbed; worried,
- ୩. କିଂକର୍ତ୍ତବ୍ୟ ବିମୂଢ଼ —୩. Overwhelmed, dumbfounder;
- ୪. କାର୍ଯ୍ୟବ୍ୟସ୍ତ —୪. Busily engaged; busy,engrossed in work,
- ୫. ଭୟବିହ୍ୱଳ; ଭୟ—ବିଧୁର —୫. Terrified; frightened, alarmed.
- ୬. ବିକଳ —୬. Distressed,
- ୭. ଅସ୍ଥିର —୭. Restless.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବ୍ୟାକୁଳତା —Perturbation,
(ଉ—ଏଣୁ ଅଜ୍ଞାନ ଜଡ଼. ମତି ବ୍ୟାକୁଳ ଛାଡ଼ ହେ ନୃପତି—ଜଗନ୍ନାଥ. ଭାଗବତ)