Jump to content

ବ୍ୟାକ୍ରୋଶ

ଉଇକିଅଭିଧାନ‌ରୁ

ବ୍ୟାକ୍ରୋଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଆକ୍ରୋଶ)

[ସମ୍ପାଦନା]
୧. ଦୁର୍ବାକ୍ୟ; ତିରସ୍କାର —୧. Reproach; abuse.
୨. ଅପମାନ —୨. Insult.
୩. ଉଚ୍ଚୈଃସ୍ୱର କରିବା —୩. Hallooing.