Jump to content

ବ୍ୟାକ୍ଷେପ

ଉଇକିଅଭିଧାନ‌ରୁ

ବ୍ୟାକ୍ଷେପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଆକ୍ଷେପ)

[ସମ୍ପାଦନା]
୧. ବିଳମ୍ୱ; କାଳକ୍ଷେପ —୧. Delay; procrastination.
୨. ବ୍ୟାକୁଳତା; କିଂକର୍ତ୍ତବ୍ୟବିମୂଢ଼ତା (ହିନ୍ଦୀ - ଶ) — ୨. Consternation; bewilderment.