Jump to content

ବ୍ୟାଘଟ୍ଟନ

ଉଇକିଅଭିଧାନ‌ରୁ

ବ୍ୟାଘଟ୍ଟନ

ଉଚ୍ଚାରଣ

[ସମ୍ପାଦନା]

ବ୍ୟାଘଟ୍ଟକ ବ୍ୟାଘଟ୍ଟଟତ ବିଣ—

ସଂସ୍କୃତ - ବିଶେଷ୍ୟ - (ବି+ଆ+ଘଟ୍ଟ ଧାତୁ+ଭାବ ଅନ)

[ସମ୍ପାଦନା]
୧. ଆଲୋଡ଼ନ; ମନ୍ଥନ —୧. Churning.
୨. ଘୋଟା; ମର୍ଦ୍ଦିନ; ବଟା — ୨. Pestling; macerating.

[ ଦ୍ର—ଏହାର ଅପଭ୍ରଂଶ ଶବ୍ଦ ବଟା, ବାଟିବା ବାଟଣା ]