Jump to content

ବ୍ୟାଘାତକ

ଉଇକିଅଭିଧାନ‌ରୁ

ବ୍ୟାଘାତକ

ଉଚ୍ଚାରଣ

[ସମ୍ପାଦନା]

ବ୍ୟାଘାତକାରୀ (କାରକ), ବ୍ୟାଘାତୀ, ଅନ୍ୟରୂପ

(ବ୍ୟାଘାତିକା, ବ୍ୟାଘାତକାରିଣୀ ବ୍ୟାଘାତିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁ. (ବି+ଆ+ହନ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ବିଘ୍ନକାରୀ; ପ୍ରବନ୍ଧକ —Causing onstruction; hindering;obstructing.