ବ୍ୟାଘ୍ରପାଦ
ଦେଖଣା
ବ୍ୟାଘ୍ରପାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବ୍ୟଘ୍ର ପରି ପାଦବିଶିଷ୍ଟ)
[ସମ୍ପାଦନା]- ୧. ସ୍ମୃତିଶାସ୍ତ୍ରପ୍ରଣେତା ମୁନିବିଶେଷ —୧. Name of a sage.
[ଦ୍ରଷ୍ଟବ୍ୟ —ଏହାଙ୍କ ଗୋତ୍ରରୁ 'ବୈୟାଘ୍ରପାଦ(ଦ୍ୟ)' ବୋଲାଯାଏ ଭୀଷ୍ମଦେବ ଏହି ଗୋତ୍ରରେ ଜନ୍ମଗ୍ରହଣ କରିଥିଲେ ଏ ଋଷି ବଶିଷ୍ଠଙ୍କ ଗୋତ୍ରରେ ଜନ୍ମଗ୍ରହଣ କରିଥିଲେ ଓ ଋକ୍ୱେଦର କେତେକ ମନ୍ତ୍ରର ଏ ଦ୍ରଷ୍ଟା ଥିଲେ]
- ୨. ଭଇଞ୍ଚି (ଦେଖ) - ୨. Bhain̄chi (See)